ଶିଶୁଙ୍କୁ ଅଗ୍ନି ପ୍ରକୋପରୁ ସୁରକ୍ଷା ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ତାଲିମ
ଗଞ୍ଜାମ, ୪ ଡିସେମ୍ବର (ହି.ସ.)- ଅଗ୍ନି ବିପଦରୁ ବର୍ତ୍ତିବା ପାଇଁ ‌ତଥା ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ଯଦି ଦୈଵାତ୍ ଆକସ୍ମିକ ଗ୍ୟାସ ସିଲିଣ୍ଡର ଜନିତ ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ସେମାନେ କିପରି ପ୍ରାଣ ରକ୍ଷା‌ କରିଵା ସହ ନିଜ‌ ଜୀଵନକୁ‌ ସୁରକ୍ଷିତ କରିପାରିଵେ, ସେ ସମ୍ପର୍କ
ଅଗ୍ନି ପ୍ରକୋପରୁ ସୁରକ୍ଷା ପାଇଁ


ଗଞ୍ଜାମ, ୪ ଡିସେମ୍ବର (ହି.ସ.)- ଅଗ୍ନି ବିପଦରୁ ବର୍ତ୍ତିବା ପାଇଁ ‌ତଥା ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୋମଳମତି ଶିଶୁ ଯଦି ଦୈଵାତ୍ ଆକସ୍ମିକ ଗ୍ୟାସ ସିଲିଣ୍ଡର ଜନିତ ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ସେମାନେ କିପରି ପ୍ରାଣ ରକ୍ଷା‌ କରିଵା ସହ ନିଜ‌ ଜୀଵନକୁ‌ ସୁରକ୍ଷିତ କରିପାରିଵେ, ସେ ସମ୍ପର୍କରେ ଶେରଗଡ଼ ଅଗ୍ନିସମ ଵାହିନୀ ପକ୍ଷରୁ ବ୍ଲକ ପରିସରରେ ସିଡ଼ିପିଓ ମମତାଞ୍ଜଳି‌ ପଣ୍ଡାଙ୍କ ତତ୍ତ୍ଵାବଧାନରେ ମକଡ୍ରିଲ କରି ତାଲିମ ପ୍ରଦାନ କରାଯାଇଛି।

ଏଥିରେ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଯୋଗଦେଇ ତାଲିମ ନେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande