ମ୍ୟାଚ ପୂର୍ବରୁ ଆଜି ବାରବାଟୀରେ ତିନି – ତିନି ଘଂଟା ଅଭ୍ୟାସ କରିବେ ଉଭୟ ଟିମ
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପୂର୍ବରୁ ଆଜି ଉଭୟ ଦଳର ଖେଳାଳୀ କଟକର ବାରବାଟୀ ଷ୍ଟାଡିୟମ ଠାରେ ତିନି ଦିନି ଘଂଟା ଅଭ୍ୟାସ କରିବେ । ଓଡିଶା କ୍ରିକେଟ ଆସୋସିଏସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ୩ ଘଣ୍ଟା ଅଭ୍ୟାସ କରିବ -ଅପରାହ୍ନ ୧.
ମ୍ୟାଚ ପୂର୍ବରୁ ଆଜି ବାରବାଟୀରେ ତିନି – ତିନି ଘଂଟା ଅଭ୍ୟାସ କରିବେ ଉଭୟ ଟିମ


ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପୂର୍ବରୁ ଆଜି ଉଭୟ ଦଳର ଖେଳାଳୀ କଟକର ବାରବାଟୀ ଷ୍ଟାଡିୟମ ଠାରେ ତିନି ଦିନି ଘଂଟା ଅଭ୍ୟାସ କରିବେ ।

ଓଡିଶା କ୍ରିକେଟ ଆସୋସିଏସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ୩ ଘଣ୍ଟା ଅଭ୍ୟାସ କରିବ -ଅପରାହ୍ନ ୧.୩୦ରୁ ୪.୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫.୩୦ରୁ ୮.୩୦ ଯାଏ ଅଭ୍ୟାସ କରିବ । ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande