ଟିବି ନିରୂପଣ ଏସ୍କରେ ଶିବିର
ଗଞାମ, ୪ ଡିସେମ୍ବର (ହି.ସ.)- କୁକୁଡାଖଣ୍ଡି ସିଏଚସି‌ର‌ ଶିହଳା ସବ୍ ସେଣ୍ଟରରେ ଆଜି ଟିବି ରୋଗୀଙ୍କ ଚିହ୍ନଟକରଣ ପାଇଁ ଏସ୍କରେ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୯ ଜଣଙ୍କ‌ ଏସ୍କରେ କରାଯାଇଛି। ଏହି କାର୍ଯ୍ଯ ଜିତୁନ ସ୍ଵ ଓ ଉଲିମ‌ ରଇତ‌ ପରିଚାଳନା କରିଥିବା ବେଳେ ସିଏଚଓ, ପୁରୁଷ ଓ ମ
ଟିବି ନିରୂପଣ ଏସ୍କରେ ରେ


ଟିବି ନିରୂପଣ ଏସ୍କରେ ଶିବିର


ଗଞାମ, ୪ ଡିସେମ୍ବର (ହି.ସ.)- କୁକୁଡାଖଣ୍ଡି ସିଏଚସି‌ର‌ ଶିହଳା ସବ୍ ସେଣ୍ଟରରେ ଆଜି ଟିବି ରୋଗୀଙ୍କ ଚିହ୍ନଟକରଣ ପାଇଁ ଏସ୍କରେ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୯ ଜଣଙ୍କ‌ ଏସ୍କରେ କରାଯାଇଛି। ଏହି କାର୍ଯ୍ଯ ଜିତୁନ ସ୍ଵ ଓ ଉଲିମ‌ ରଇତ‌ ପରିଚାଳନା କରିଥିବା ବେଳେ ସିଏଚଓ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା‌ମାନେ ଶିଵିର ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande