
ଖୋର୍ଦ୍ଧା,5 ଡିସେମ୍ବର (ହି.ସ.) - ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ତଥା ତମାଖୁ ମୁକ୍ତ ଯୁବ ଅଭିଯାନ ରେ ତମାଖୁ ନିଉଅନ୍ତ୍ରଣ ନିୟମ ଅନୁସାରେ ଭରତପୁର ଓ ଖଣ୍ଡଗିରି ଥାନା ଅଧୀନରେ ବିଭିନ୍ନ ସ୍ଥାନରେ ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଖାଦ୍ୟନରପତ୍ତ। ଅଧିକାରୀ , ଅବକାରୀ ଅଧିକାରୀ, ଥାନା ଅଧିକାରୀ ଓ ଜିଲ୍ଳା ତମାଖୁ ନିୟନ୍ତ୍ରଣ କକ୍ଷ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ୧୫ଜଣ ଦୋକାନୀଙ୍କ ଠାରୁ ୨୭୦୦/- ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ଓ ବିପୁଳ ପରିମାଣର ତମାଖୁ ନଷ୍ଟ କରାଯାଇଛି ଏବଂ ସବୁ ଦୋକାନୀ ମାନଙ୍କୁ ସଚେତନ କରାଯାଇଛି। ଏହି ପରି ଚଢ଼ାଉ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜରିରହିବା
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ