ଧାମରା ବେିବକାନନ୍ଦ ଉଚ୍ଚ ବିଦ୍ୟାପୀଠେର ବାଲ ବୈଜ୍ଞାନିକ ପ୍ରଦଶର୍ନୀରେ ୧୮୨ ପ୍ରକଳ୍ପ ପ୍ରଦଶିର୍ତ, ୧୪ ପ୍ରକଳ୍ପ ଜିଲାସ୍ତରକୁ ମନୋନୀତ
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଏହି ଜିଲାର ଧାମରା ନିକଟସ୍ଥ ବେିବକାନନ୍ଦ ଉଚ୍ଚ ବିଦ୍ୟାପୀଠ କଇଥଖୋଲା ଠାରେ ବ୍ଲକ ସ୍ତରୀୟ ବିଞାନ ମେଳା ବରେଣ୍ୟ ଓ ବାଲ ବୈଜ୍ଞାନିକ ପ୍ରଦଶର୍ନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଦଶର୍ନୀ ଉପଲକ୍ଷେ ହୋଇଥିବା ଉଦଘାଟନୀ ସଭାରେ ବିଦ୍ୟାଳୟର ସଭାପତି ବନବିହାରୀ ମାଇତି ସଭାପତ
DHAMARA VIVEKANANDA UCHA VIDYAPITHA


ଭଦ୍ରକ, ୫ ଡେିସମ୍ବର (ହି.ସ.) - ଏହି ଜିଲାର ଧାମରା ନିକଟସ୍ଥ ବେିବକାନନ୍ଦ ଉଚ୍ଚ ବିଦ୍ୟାପୀଠ କଇଥଖୋଲା ଠାରେ ବ୍ଲକ ସ୍ତରୀୟ ବିଞାନ ମେଳା ବରେଣ୍ୟ ଓ ବାଲ ବୈଜ୍ଞାନିକ ପ୍ରଦଶର୍ନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଦଶର୍ନୀ ଉପଲକ୍ଷେ ହୋଇଥିବା ଉଦଘାଟନୀ ସଭାରେ ବିଦ୍ୟାଳୟର ସଭାପତି ବନବିହାରୀ ମାଇତି ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଧର ସ୍ୱାଇଁ ଏବ ବ୍ଲକ ବିଞା ସେଂଯାଜକ ଅମୁଲ୍ୟ କୁମାର ରାଉତ ସେଂଯାଜନା କରିଥେିଲ। ମୁଖ୍ୟ ଅତିଥି ଭାବେ ଆଦାନୀ ଏଲଏନଜି ର ଟମିର୍ନାଲ ହେଡ ପ୍ରଦ୍ୱୀପ ବଂଶଲ, ବିଶିଷ୍ଟ ଅତିଥି ଭୋବ ଚାନ୍ଦବାଲି ତହସିଲଦାର ଭବେତାଷ ମଲିକ, ବେରଣ୍ୟ ଅତିଥି ଭୋବବିଶିଷ୍ଟ ଶିକ୍ଷାବିତ ପ୍ରଦ୍ୱୀପ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ.କମଳାକାନ୍ତ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରିଣୀ ଅନିତା ମିଶ୍ର, ତ୍ରିପୁରା ପଲେଇ ପ୍ରମୁଖ ଯୋଗ ଦେଇଥେିଲ। ବିଦ୍ୟାଳୟର ଶିକ୍ଷକ ଅଶୋକ ପୁହାଣ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଜି ଏି ସଭାରେ ଚାନ୍ଦବାଲି ବ୍ଲକର ୧୪ଜଣ ସିଆରସିସିଙ୍କୁ ଉପେଢøକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂବର୍କ ସମ୍ମାନୀତ କରାଯାଇଥିଲା। ଆଜି ଏହି ବିଞାନ ମେଳାରେ ୧୮୨ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ଏଥିରୁ ୧୪ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଥିଲା। ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଏବଂ ଉପସ୍ଥିତ ବ୍ୟକ୍ତି ବେିଶଷ ନିଜ ନିଜ ବକ୍ତବ୍ୟରେ କୁନୀ କୁନୀ ବୈଞାନିକ ମାନଙ୍କ ମଧ୍ୟେର ନୂତନ ସୃଜନ ଶୀଳତା ସୃଷ୍ଟି କରିବା ଏହି ମେଳା ମୂଳ ଲକ୍ଷ୍ୟ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ଉଦଯାପିତ ଉତ୍ସବେର ମୁକ୍ୟ ଅତିଥି ଭାବେ ଚାନ୍ଦବାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ତରଣୀସେନ ପଣ୍ଡା ସମ୍ମାନୀତ ଅତିଥି ଭୋବ ସୁସାହିତ୍ୟିକ ପ୍ରଫୁଲ ଦାସ ପ୍ରମୁଖ ମଂଚାସୀନ ଥେିଲ। ଆଜିର ବିଚାରକ ଭାବେ ତାରାପଦ ମହାନ୍ତି, ଗୌରୋହରି ନାୟକ ଏବଂ ସେୁରନ୍ଦ୍ର କୁମାର ସାହୁ ପ୍ରମୁଖ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ଏହି ପ୍ରକଳ୍ପ ମଧ୍ୟରୁ ୧୪ଟି ପ୍ରକଳ୍ପକୁ ଜିଲ୍ଲା ସ୍ତରକୁ ମନୋନୀତ କରିଥେିଲ। ଆଜିର ଏହି ଉଦଘାଟନୀ ଏବଂ ଉଦଯାପିତ ଦିବସେର ଅନ୍ୟ ମାନଙ୍କ ମଧ୍ୟେର ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା , ରେବତୀ କାନ୍ତ ବେହେରା,ରାମେଶ୍ୱର ଦାସ, ଅଭୟ କୁମାର ମାନ୍ନା, ସିଆରସିସି ତ୍ରେିଲାଚନ ଦାସ, ଶାନ୍ତନୁ ବାରିକ, ଗେଣଶ ଚନ୍ଦ୍ର ସାହୁ ପ୍ରମୁଖ ମଂଚାସୀନ ଥିବା ବେଳେ ବେିବକାନନ୍ଦଉଚ୍ଚ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଏହି କାଯ୍ୟର୍କ୍ରମ ପରିଚାଳନାରେ ସହେଯାଗ କରିଥିବା ବେଳେ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର ସ୍ୱାଇଁ ଧନ୍ୟବାଦ ଅପର୍ଣ କରିଥେିଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande