
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।ଭଦ୍ରକ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶେୁଭନ୍ଦୁ ସାମଲ ମୁଖ୍ୟ ଅତିଥି ରେୂପ ଧାମନଗର ସ୍ଥିତ ଇଣ୍ଡୋର ଷ୍ଟାଡିୟମେର ପ୍ରତେିଯାଗିତାକୁ ଉଦଘାଟନ କରିଥେôଲ।ବିଶିଷ୍ଟ ଅତିଥି ଭାବେ ସମାଜେସବୀ ଭଗବାନ ପଣ୍ଡା କ୍ରୀଡ଼ା ପତାକା ଉତୋଳନ କରିଥେôଲ।ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକଙ୍କ ପୌରହିତ୍ୟେର ଆୟୋଜିତ ଉତ୍ସବରେ ବିଡ଼ିଓ ବନବିହାରୀ ଦିନ୍ଦା ,ତହସିଲଦାର ଲୋକ ନାଥ ସେଠୀ, ବିଇଓ ପ୍ରଫୁଲ୍ଲ ସାହୁ। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି େଅଶାକ କୁମାର ପୁହାଣ,ନଗର ପ୍ରତିନିଧି କୈଳାସ ମହାପାତ୍ର, ସମାଜ ସେବୀ ଅରବିନ୍ଦ ପତି,ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା, ବୈକୁଣ୍ଠ ସାହୁ।ଆଇନଜୀବୀ ବିଜୟ ରାମ ପ୍ରମୁଖ ସମ୍ମାନିତ ଅତିଥି ଭାବେର ଯୋଗ ଦେଇଥେôଲ।ବିକଶିତ ଭାରତ ଗଠନ ଦିଗେର କ୍ରୀଡ଼ା ଓ କ୍ରୀଡ଼ାବିତ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷତ୍େରର ସବର୍ବିଧ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସାଂସଦ ଖେଳ ମେହାତ୍ସବ ପରିକଳ୍ପନା ଉଲ୍ଲେଖଯାଗ୍ୟ ବୋଲି ଅତିଥି ବକ୍ତାମାନେ ମତବ୍ୟକ୍ତ କରିଥେôଲ।ଏବିଓ ସତ୍ୟ ସୁନ୍ଦର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥେôଲ।ପ୍ରଥମ ଦିନରେ ବ୍ୟାଡମିଂଟନ ପ୍ରତେିଯାଗିତା ଅନୁଷ୍ଠିତ ହୋଇଥିଲା।ଉଭୟ ବାଳକ ଓ ବାଳିକା ୧୪ ଏବଂ ୧୬ ବଷର୍ରୁ କମ ବଗର୍ରେ ମୋଟ ୨୮୯ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
-----------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ