ଶିକ୍ଷାବିତ ଗଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି, ହଜାରେ ଶିକ୍ଷକଙ୍କ ମଧ୍ୟରୁ ଉତମ ଶିକ୍ଷକ ବୋଲି ବାରେିହଇପଡୁଥେôଲ ଗଜେନ୍ଦ୍ର ସାର
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସାମନ୍ତରାୟପୁର ହାଇସ୍କୁଲର ଗଜେନ୍ଦ୍ର ପଣ୍ଡା ସାର ହଜାରେ ଶିକ୍ଷକ ମଧ୍ୟରୁ ଜଣେ ଉତମ ଶିକ୍ଷାକଭାବେ ବାରେିହାଇ ପଡୁଥେôଲ। ବହୁତ ଶିକ୍ଷକ ଅଛନ୍ତି ହେଲେ ଗଜେନ୍ଦ୍ର ସାରଙ୍କ ପରି ଶିକ୍ଷକ ମିଳିବା କଷ୍ଟକର ବୋଲି ବକ୍ତାମାନେ ମତବ୍ୟକ୍ତ
ଶିକ୍ଷାବିତ ଗଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି, ହଜାରେ ଶିକ୍ଷକଙ୍କ ମଧ୍ୟରୁ ଉତମ ଶିକ୍ଷକ ବୋଲି ବାରେିହଇପଡୁଥେôଲ ଗଜେନ୍ଦ୍ର ସାର


ଭଦ୍ରକ, ୫ ଡେିସମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସାମନ୍ତରାୟପୁର ହାଇସ୍କୁଲର ଗଜେନ୍ଦ୍ର ପଣ୍ଡା ସାର ହଜାରେ ଶିକ୍ଷକ ମଧ୍ୟରୁ ଜଣେ ଉତମ ଶିକ୍ଷାକଭାବେ ବାରେିହାଇ ପଡୁଥେôଲ। ବହୁତ ଶିକ୍ଷକ ଅଛନ୍ତି ହେଲେ ଗଜେନ୍ଦ୍ର ସାରଙ୍କ ପରି ଶିକ୍ଷକ ମିଳିବା କଷ୍ଟକର ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।ସାମନ୍ତରାୟପୁର ହାଇସ୍କୁଲ ପରିସରେର ଗୁରୁବାର ପୂର୍ବାନ୍େନର ଶିକ୍ଷାବିତ ସ୍ୱଗର୍ତ ଗଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରେର ଏକ ଶ୍ରଦ୍ଧାଞ୍ଜଳୀସଭା ସାହିତ୍ୟିକ ମୁକ୍ତିକାନ୍ତ ନାୟକ ପୌରୋହିତ୍ୟେର ଅନୁଷ୍ଠିତ ହୋଇଥିଲା।ଏଥେôର ପୂବର୍ତନ ବ୍ଲକ ଉପାଧ୍ୟକ୍ଷ ରବିନାରାୟଣ ନାୟକ, ସରପଂଚ ପ୍ରଶାନ୍ତ ବିଶ୍ୱାଳ, ଶିକ୍ଷାବିତ ନିତ୍ୟାନନ୍ଦ ନାୟକ, ନିମର୍ଳେନ୍ଦୁ ନାୟକ, ହରେକୃଷ୍ଣ ମହାକୁଡ଼, ପ୍ରେମାନନ୍ଦ ବଳ, ସଦାନନ୍ଦ ନାୟକ, କୈଳାସ ରଣା ପ୍ରମୁଖ ଅତିଥି ଭାବେ ଯୋଗେଦଇ ଶିକ୍ଷକ ସ୍ୱଗର୍ତ ପଣ୍ଡା ଜଣେ ଉତମ ଶିକ୍ଷକ ବୋଲି ହଜାରେ ଶିକ୍ଷକ ମଧ୍ୟରୁ ବାରେିହାଇପଡୁଥେôଲସେ ନମ୍ର, ଶାନ୍ତ, ସରଳ,ପରୋପକାରୀ, ଛାତ୍ର ବତ୍ସଳ,କତର୍ବ୍ୟନିଷ୍ଠ ,ସମାୟାନୁ ବର୍ତିତା , ଧମର୍ପରାୟଣ ଭୋବ ନିଜର ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଥେôଲ। ଜଣେ ଭଲ ଶିକ୍ଷକ ପାଖରେ ଯେଉଁ ଗୁଣ ରହିବା କଥା ତାହା ତାଙ୍କ ପାଖରେ ଥିଲା । ଏଥିପାଇଁ ସ୍ୱଗର୍ତ ପଣ୍ଡା ସ୍ମରଣୀୟ ରହେିବ ବୋଲି ଅତିଥିମୋନ ମତବ୍ୟକ୍ତ କରିଥେôଲ । ଅନ୍ୟମାନଙ୍କ ମଧ୍ୟେର ଶିକ୍ଷାବିତ ଶୀତଳ କୁମାର େବେହରା, ସନ୍ନ୍ୟାସୀ ଚରଣ, ବ୍ରହ୍ମ, ମଥୁରା ମୋହନ ବେହେରା, ପ୍ରତାପ ଆଚାର୍ଯ୍ୟ, ବିଜୟ କୁମାର ବ୍ରହ୍ମ, ହୃଷେିକଶ ପାଢ଼ୀ, ସେନ୍ତାଷ ପଣ୍ଡା, କୁଳମଣି ସାହୁ ପ୍ରମୁଖ ଯୋଗେଦଇ ସ୍ମୃତିଚାରଣ କରିଥେôଲ । ଶେଷରେ ବଡ଼ପୁଅ ସୁଶାନ୍ତ କୁମାର ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଜଣାଇଥେôଲ।ଏହି ଅବସରେର କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ସାଥିମୋନ ଭଜନ ପରେିବଷଣ କରିଥେôଲ। ଏହି କାର୍ଯ୍ୟକ୍ରମେର ବହୁ ଶ୍ରୋତା ଓ ଶିକ୍ଷକ ସ୍ୱଗର୍ତ ପଣ୍ଡାଙ୍କ ଛାତ୍ର ଛାତ୍ରୀ ଓ ଜନସାଧାରଣ ଯୋଗେଦଇଥେôଲ। ଅଧ୍ୟକ୍ଷ ବେିବକାନନ୍ଦ ସେନାପତି,ସଂସ୍କୃତ ଶିକ୍ଷକ ଅକ୍ଷୟ କୁମାର ଦାଶ,ପୂବର୍ତନ ସରପଂଚ ସୁଦଶର୍ନ ବିଶ୍ୱାଳ, ବସନ୍ତ କୁମାର ନାୟକ, ଅଜୟ ରାଉତ, ଅକ୍ଷୟ ପାଣିଗ୍ରାହୀ , ପ୍ରଭାତ ପାଣି,ବୃନ୍ଦାବନ ବିଶ୍ୱାଳ,ଗଣେଶ ପଣ୍ଡା,ସୁବ୍ରତ ପଣ୍ଡା,ଏଲିନା ପଣ୍ଡା, କୀର୍ତୀମୟୀ ମିଶ୍ର,ସୀମା ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥେôଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

-----------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande