ତିହିଡି କଲେଜ ପ୍ରତିଷ୍ଠାତା କମଳା କାନ୍ତ ଲେଙ୍କାଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି କଲେଜର ପ୍ରତିଷ୍ଠାତା କମଳାକାନ୍ତ ଲେଙ୍କାଙ୍କ ୩୧ତମ ଶ୍ରାଦ୍ଧ ଦିବସ ଗୁରୁବାର କଲେଜ ପରିସରେର ପାଳିତ ହୋଇଯାଇଛି। ପ୍ରଥମେ କଲେଜ ପରିସରେର ଥିବା କମଳା କାନ୍ତଙ୍କ ପ୍ରତିମୂର୍ତେିର ମାଲ୍ୟାପର୍ଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣଙ୍କ ଅ
KAMALAKANTA JENA SRADHA DIVAS


ଭଦ୍ରକ, ୫ ଡେିସମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି କଲେଜର ପ୍ରତିଷ୍ଠାତା କମଳାକାନ୍ତ ଲେଙ୍କାଙ୍କ ୩୧ତମ ଶ୍ରାଦ୍ଧ ଦିବସ ଗୁରୁବାର କଲେଜ ପରିସରେର ପାଳିତ ହୋଇଯାଇଛି। ପ୍ରଥମେ କଲେଜ ପରିସରେର ଥିବା କମଳା କାନ୍ତଙ୍କ ପ୍ରତିମୂର୍ତେିର ମାଲ୍ୟାପର୍ଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏଥେôର ପୂବର୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ,ସାଂସଦ ପ୍ରତିନିଧି ସୀତାକାନ୍ତ ନାୟକ, କଲେଜ ପୂବର୍ତନ ଅଧ୍ୟକ୍ଷ ଡ଼ ଲଷ୍ମୀଧର ତ୍ରିପାଠୀ,ବେିଜଡି ବ୍ଲକ ସଭାପତି ସେୁରନ୍ଦ୍ର ନାୟକ, ସମାଜେସବୀ ସଚିକାନ୍ତ ନାୟକ, କୈଳାଶ ରାଉଳ,ଅରୁଣ ଦାସ,ପ୍ରତିମା ପାତ୍ର, ସାମ୍ୱାଦିକ ପ୍ରଭାତ ରାଉଳ, ରାମନାରାୟଣ ନାୟକ, ସଏଡ଼ ମମତାଜ ପ୍ରମୁଖ ଯୋଗେଦଉ ସ୍ୱଗର୍ତ ଲେଙ୍କାଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥେôଲ । ଶେଷରେ ସ୍ୱଗର୍ତ ଲେଙ୍କାଙ୍କ ସୁପୁତ୍ର ସଂଜୀବ ଲେଙ୍କା ସମସ୍ତଙ୍କୁ କୃତଜ୍ଞତା ଜଣାଇଥେôଲ।ଏହିଅବସରେର କେଲଜର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କଲେଜର ଅଧ୍ୟାପକ ,ଅଧ୍ୟାପିକା,ଶିକ୍ଷା କମର୍ଚାରୀ ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande