ନିରାକାର ଜେନା ଥେôଲ ଜନଗଣଙ୍କ ସେନାପତି: ଜଷ୍ଟିସ ଦେବବ୍ରତ ଦାଶ
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଓଡିଶା ଲାଲ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା, ଭଦ୍ରକ ପୌରପାଳିକାର ପୂବର୍ତନ ଅଧ୍ୟକ୍ଷ, ସିପିଆଇ(ଏମ) ଓଡିଶା ରାଜ୍ୟ କମିଟିର ପୂବର୍ତନ ସଭ୍ୟ, ଓଡିଆ ମାନଙ୍କୁ ନେଇ ପଶ୍ଚିମବଙ୍ଗ ରାଜ୍ୟରେ ଗଠିତ ଗଣସଂଗଠନ ଉତ୍କଳ ସମାଜର ପୂବର୍ତନ ସଭାପତି, ବିଶିଷ୍ଟ ଶ୍ରମିକ ନେତା, ଭଦ୍ର
NIRAKAR JENA FIRST SRADHA BARSIKI


ଭଦ୍ରକ, ୫ ଡେିସମ୍ବର (ହି.ସ.) - ଓଡିଶା ଲାଲ ଆକାଶର ଅନ୍ୟତମ ଶ୍ରେଷ୍ଠ ତାରକା, ଭଦ୍ରକ ପୌରପାଳିକାର ପୂବର୍ତନ ଅଧ୍ୟକ୍ଷ, ସିପିଆଇ(ଏମ) ଓଡିଶା ରାଜ୍ୟ କମିଟିର ପୂବର୍ତନ ସଭ୍ୟ, ଓଡିଆ ମାନଙ୍କୁ ନେଇ ପଶ୍ଚିମବଙ୍ଗ ରାଜ୍ୟରେ ଗଠିତ ଗଣସଂଗଠନ ଉତ୍କଳ ସମାଜର ପୂବର୍ତନ ସଭାପତି, ବିଶିଷ୍ଟ ଶ୍ରମିକ ନେତା, ଭଦ୍ରକ ଓକିଲ ସଂଘର ପୂବର୍ତନ ସଭାପତି, କୋଲକାତା ମଜଲିସ ର ପୂବର୍ତନ ସଭାପତି, ଚରଂପା ସାହିତ୍ୟ ସଂସ୍କୃତି ମଂଚର ପୂବର୍ତନ ସଭାପତି ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ଅମ୍ଳାନ ସ୍ମୃତି କୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବା ନିମେନ୍ତ ଗଠିତ ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ’ ଓ ଭଦ୍ରକ ଓକିଲ ସଂଘର ମିଳିତ ଆନୁକୂଲ୍ୟେର ବିଶିଷ୍ଟ ଆଇନଜୀବୀ ନିରାକାର ଜେନା ଙ୍କ ପ୍ରଥମ ସ୍ମୃତି ବାର୍ଷିକ ପାଳନ ସମାରୋହ ଭଦ୍ରକ ଚରଂପା ସ୍ଥିତ ମାହାୱାର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ଓଡିଶା ସରକାରଙ୍କ ପୂବର୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସଭାପତିତ୍ୱ କରିଥିବା ବେଳେ ଭଦ୍ରକ ଓକିଲ ସଂଘର ପୂବର୍ତନ ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ ସେଂଯାଜନା କରିଥେôଲ । ଏହି ସ୍ମୃତି ବାର୍ଷିକରେ ମୁଖ୍ୟଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟମୂର୍ତି ଦେବବ୍ରତ ଦାଶ ଯୋଗେଦଇ ନିରାକାର ଜେନା ଜନଗଣଙ୍କ ହୃଦୟର ନେତା ଥେôଲ ବୋଲି କହିଥେôଲ । ନିରାକାର ଜେନା ଖଟିଖିଆ ମଣିଷଙ୍କ ଲଢେଇରେ ଆଗଧାଡେିର ଥେôଲ । ବତର୍ମାନ ଭାରତେର ନ୍ୟାୟପାଳିକା, ସଂସଦୀୟ ଗଣତନ୍ତ୍ର, ଧମର୍ନିରେପକ୍ଷ ଗଣତନ୍ତ୍ର, ସମ୍ବିଧାନ, ଅଥର୍ନେ÷ତିକ ସାବର୍ଭେøମତ୍ୱ, ଭାଇଚାରା ଓ ସଂଘୀୟ ବ୍ୟବସ୍ଥା ର ସୁରକ୍ଷା ପାଇଁ ନିରାକାର ଜେନାଙ୍କ ରାସ୍ତାରେ ଆମକୁ ଚାଲିବାକୁ ପଡିବ ବୋଲି ସେ ଆହ୍ୱାନ ଜଣାଇଥେôଲ । ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ବାର୍ କାଉନସିଲ ର ଉପସଭାପତି ରାଜୀବ ମହାନ୍ତି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଆଇନଜୀବୀ ମାନଙ୍କୁ ସୁରକ୍ଷା ଯୋଗାଇ ପାରୁନାହାନ୍ତି ବୋଲି ଅଭେିଯାଗ କରିବା ସହ ବିପ୍ଲବୀ ନିରାକାର ଓକିଲ ମାନଙ୍କ ନେତା ଥେôଲ ବୋଲି ପ୍ରକାଶ କରିଥେôଲ । ସମ୍ମାନନୀୟା ବକ୍ତା ଭାବେ ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍ ଯୋଗେଦଇ ସଂଗ୍ରାମୀ ନିରାକାର ଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନିରାକାର ଜେନା ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଥିବା ସମୟରେ ସେ କରିଯାଇଥିବା ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟ ସଂପକର୍ରେ ଆଲୋଚନା କରିଥେôଲ । ସ୍ମୃତି ସଂସଦର ସଂପାଦକ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ସ୍ମୃତି ସଂସଦର କାର୍ଯ୍ୟକ୍ରମ ସଂପକର୍ରେ ବିବରଣୀ ପ୍ରଦାନ ସହ ସ୍ମୃତି ଚାରଣ କରିଥେôଲ । ଅନ୍ୟତମ ବକ୍ତା ଭାବେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଯୋଗେଦଇ ସ୍ୱଗର୍ତଃ ଜେନା ପ୍ରକୃତରେ ଭଦ୍ରକ ଜିଲ୍ଲାରେ ସାଧାରଣ ଲୋକଙ୍କ ସ୍ୱର ଥେôଲ ବୋଲି ପ୍ରକାଶ କରିଥେôଲ । ଅନନ୍ୟ ବକ୍ତା ଭାବେ ପୂବର୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂବର୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ତ୍ୟାଗଭୂମି ର ସଭାପତି ଅଜୟ ନାୟକ, ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ଭଦ୍ରକ ଓକିଲ ସଂଘ ଉପସଭାପତି ଅଶୋକ କୁମାର ନାୟକ, ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ପୂବର୍ତନ ଭଦ୍ରକ ଓକିଲ ସଂଘ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ବିଶିଷ୍ଟ ଆଇନଜୀବୀ ପ୍ରଫୁଲ୍ଲ ସାମଲ, ସିଆଇଟିୟୁ ଜିଲ୍ଲା ଉପସଭାପତି ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ବରିଷ୍ଠ ବାମପନ୍ଥୀ ନେତା ବେୈଲାଚନ ଯେନା, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରେଶଖର ନାୟକ, ବରିଷ୍ଠ ଡାକ୍ତର ରବିନ୍ଦ୍ର କୁମାର ନାୟକ, ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଯୁବେନତା ନାସିରୁଦ୍ଦିନ ଖାନ୍‌, ପ୍ରେଫସର କମଳାକାନ୍ତ ସ୍ୱାଇଁ, ପୂବର୍ତନ ଜିଲ୍ଲା ପଂଚାୟତ ଅଧିକାରୀ ଗୟାଧର ସାହୁ, ଭଦ୍ରକ ପୌରପାଳିକା ୫ ନଂ ୱାର୍ଡ ର ପରିଷଦ ଦିଲିପ ନାୟକ, କୃଷକ ନେତା ନିରଞ୍ଜନ ପାଣି, ଯୁବେନତା ବେିନାଦ ସାହୁ, ଯୁବ ଆଇନଜୀବୀ ଉଜ୍ୱଳ ଜେନା, ପୂବର୍ତନ ଜାତୀୟ କେଂଗ୍ରସ ଭଦ୍ରକ ଜିଲ୍ଲା ସଭାପତି ସୁଧାକର ରାଉତ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଯୁବ ଆଇନଜୀବୀ ସୁକାନ୍ତ ସେଠୀ ପ୍ରମୁଖ ଯୋଗେଦଇ ସଂଗ୍ରାମୀ ନିରାକାର ଙ୍କ ସ୍ମୃତି ଚାରଣ କରିବା ସହ ଭାରତରେ ଗଣତନ୍ତ୍ର ଓ ଧମର୍ନିରେପକ୍ଷତା ର ସୁରକ୍ଷା ପାଇଁ ନିରାକାର ଜେନାଙ୍କ ପଦାଙ୍କ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥେôଲ । ଏହି ସ୍ମୃତି ବାର୍ଷିକ ସମାରୋହରେ ବରିଷ୍ଠ ଆଇନଜୀବୀ ରାଜକେିଶାର ଦାଶ ଙ୍କୁ ମୁଖ୍ୟ ଅତିଥି ଜଷ୍ଟିସ ଦେବବ୍ରତ ଦାଶ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥେôଲ । ସଂଗ୍ରାମୀ ନିରାକାର ଜେନା ଙ୍କ ବଡପୁଅ ଜୀବନ ଜେନା, ବଡଝିଅ ମିତସ୍ମିତା ଜେନା, ସାନଝିଅ ନେିବଦିତା ଜେନା ପ୍ରମୁଖ ଉପସ୍ଥିତ ଥେôଲ । ଏହି ସ୍ମୃତି ବାର୍ଷିକ ସମାରୋହେର ଯୁବ ଆଇନଜୀବୀ ଲିସାରାଣୀ ବାରିକ୍‌, ଉସସ୍ରୀ ରାଉତ, ଦୀପ୍ତିମୟୀ ନାୟକ, ବଦ୍ରିନାରାୟଣ ନାୟକ, ମନୋରଞ୍ଜନ ଦାସ, ନିତିନ ଗୁପ୍ତା ପ୍ରମୁଖ ସମୋରାହ ସଫଳତା ପାଇଁ ସହେଯାଗ କରିଥେôଲ । ଶେଷରେ ସଂଗ୍ରାମୀ ନିରାକାର ଜେନା ଙ୍କ ମଧ୍ୟମ ପୁତ୍ର ଭଦ୍ରକ ଓକିଲ ସଂଘର ପୂବର୍ତନ ସଂପାଦକ ବିଶିଷ୍ଟ ଆଇନଜୀବୀ ବିଜନ ଜେନା ଧନ୍ୟବାଦ ଅପର୍ଣ କରିଥେôଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande