ବାର୍ଦ୍ଧକ୍ୟ ଭତାର କୋଟାକୁ ବୃଦ୍ଧି କରିବାକୁ ଦାବି କଲେ ବିଧାୟକ ନବୀନ ଜୈନ
ଭୁବନେଶ୍ୱର, 05 ଡିସେମ୍ବର (ହି.ସ.) ବାର୍ଦ୍ଧକ୍ୟ ଭତାର କୋଟାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ନବୀନ ଜୈନ । ଆଜି ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ତାଙ୍କ ନିର୍ବାଚନ ମଂଡଳୀରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇ ପାରୁ ନାହାନ୍ତି । ସେ
ବାର୍ଦ୍ଧକ୍ୟ ଭତାର କୋଟାକୁ ବୃଦ୍ଧି କରିବାକୁ ଦାବି କଲେ ବିଧାୟକ ନବୀନ ଜୈନ


ଭୁବନେଶ୍ୱର, 05 ଡିସେମ୍ବର (ହି.ସ.) ବାର୍ଦ୍ଧକ୍ୟ ଭତାର କୋଟାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ନବୀନ ଜୈନ ।

ଆଜି ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ତାଙ୍କ ନିର୍ବାଚନ ମଂଡଳୀରେ ହଜାର ହଜାର ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇ ପାରୁ ନାହାନ୍ତି । ସେମାନେ ଆସି ତାଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଛନ୍ତି । ତେଣୁ ଏହାର କୋଟାକୁ ବୃଦ୍ଧି କରାଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଭତା ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande