ଭୁବନେଶ୍ୱର, ୫ ଡିସେମ୍ବର (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
08 Dec 2025
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ବ୍ରହ୍ମପୁରର ଶତାୟୁ ଡାକ୍ତର କେ ଲକ୍ଷ୍ମୀବାଇଙ୍କ ପ୍ରଶଂସା କରିବା ସହ ଦୀର୍ଘାୟୁ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ୧୦୦ ତମ ଜନ୍ମଦିନରେ ନିଜର ତମାମ ଜୀବନର..
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ରାଜଗାଙ୍ଗପୁରରେ ନିଆଁରେ ଜଳି କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ..
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ପୂର୍ବରୁ ଆଜି ଉଭୟ ଦଳର ଖେଳାଳୀ କଟକର ବାରବାଟୀ ଷ୍ଟାଡିୟମ ଠାରେ ତିନି ଦିନି ଘଂଟା ଅଭ୍ୟାସ କରିବେ । ଓଡିଶା କ୍ରିକେଟ ଆସୋସିଏସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ୩ ଘଣ୍ଟା ଅଭ୍ୟାସ କରିବ -ଅପରାହ୍ନ ..
07 Dec 2025
ଖୋର୍ଦ୍ଧା,7 ଡିସେମ୍ବର (ହି.ସ.)ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ବରେ ଦିର୍ଘ ଚାରି ବର୍ଷ ଛଅ ମାସ ଧରି ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଛି। ଶାନ୍ତି ପୂର୍ଣ୍ଣ ଧାରଣା ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଚାଲିଥିବା ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha