ମହାନ ଯୋଗୀ ଶ୍ରୀ ଅରବିନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ମହାନ ଯୋଗୀ ଶ୍ରୀ ଅରବିନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭାରତର ମହାନ ଯୋଗୀଙ୍କ ମଧ୍ୟରେ ଅନ୍ୟତମ, ଦାର୍ଶନିକ
ମହାନ ଯୋଗୀ ଶ୍ରୀ     ଅରବିନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ମହାନ ଯୋଗୀ

ଶ୍ରୀ ଅରବିନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଭାରତର ମହାନ ଯୋଗୀଙ୍କ ମଧ୍ୟରେ

ଅନ୍ୟତମ,

ଦାର୍ଶନିକ ତଥା ପ୍ରଚଣ୍ଡ ରାଷ୍ଟ୍ରବାଦୀ ଶ୍ରୀ ଅରବିନ୍ଦଙ୍କ

ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande