
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ରାଜ୍ୟରେ ସେକ୍ସ
ରେସିଓକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଧାୟକ ସାରଦା ଜେନା । ପୁରୁଷ ତୁଳନାରେ କମୁଛି
ମହିଳା ହାର। ଓଡ଼ିଶାରେ 1000 ହଜାର ପୁରୁଷରେ 894 ମହିଳା ଜନ୍ମ ହେଉଛନ୍ତି। ସେହିଭଳି
ଜଗତସିଂହପୁର ଜିଲ୍ଲାରେ 1000 ପୁରୁଷରେ 862 ମହିଳା ରହିଛନ୍ତି।ଯାହାକି ଆମ ପାଇଁ ଚିନ୍ତାର
ବିଷୟ। ଆମେ କନ୍ୟାକୁ ରତ୍ନ କହୁଥିବା ବେଳେ ଭୃଣ ହତ୍ୟା ବଢ଼ିବାରେ ବଢ଼ିବାରେ ଲାଗିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା