୬,୫୬୮ ଟି ହାଇସ୍କୁଲର ହୋଇଛି ଫାଇଭ-ଟି ସ୍କୁଲ ରୂପାନ୍ତିକରଣ
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ରାଜ୍ୟର ୨୪ ଜିଲ୍ଲାରେ ୬,୫୬୮ ଟି ହାଇସ୍କୁଲ ୫-ଟି ଉଚ୍ଚ ବିଦ୍ୟଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ଏବଂ ସେଥିପାଇଁ ୩୦,୮୮,୨୦,୦୦,୦୦୦ଟଙ୍କା ଖର୍ଚ୍ଚ ହୋଇଅଛି । ଏନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉତ୍ତର
୬,୫୬୮ ଟି ହାଇସ୍କୁଲର ହୋଇଛି ଫାଇଭ-ଟି ସ୍କୁଲ       ରୂପାନ୍ତିକରଣ


ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ରାଜ୍ୟର ୨୪

ଜିଲ୍ଲାରେ ୬,୫୬୮ ଟି ହାଇସ୍କୁଲ ୫-ଟି

ଉଚ୍ଚ ବିଦ୍ୟଳୟ ରୂପାନ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ଏବଂ ସେଥିପାଇଁ ୩୦,୮୮,୨୦,୦୦,୦୦୦ଟଙ୍କା ଖର୍ଚ୍ଚ ହୋଇଅଛି । ଏନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉତ୍ତର

ରଖିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ୨୪

ଗୋଟି ଜିଲ୍ଲାର ୬୨୦ ଗୋଟି 5ଟି ଉଚ୍ଚ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି ଓ ୨୮ ଗୋଟି

ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅସମ୍ପୂର୍ଣ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ କରିବା

ପାଇଁ ପଦକ୍ଷେପ ନିଆଯାଉଛି । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande