ଅଭିଯୋଗ ଶୁଣାଣି ମିଳିତ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ମୁଖ୍ୟାଳୟରେ ଅନୁଷ୍ଠିତ ହେବ
Bhubaneswar, 6 ଡିସେମ୍ବର (ହି.ସ.) ଏଣିକି ପ୍ରତି ସୋମବାର ଦିନ( working day) ବିଏମ୍ ସି, ବିଡିଏ ଓ ସ୍ମାର୍ଟ ସିଟିର ଅଭିଯୋଗ ଶୁଣାଣି ମିଳିତ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ବିଭିନ୍ନ ମାଧ୍ୟମରେ ଅଭିଯୋଗ କରିଥିବା ବ୍ୟକ୍ତି ବିଶେଷ/ଅନୁଷ୍ଠାନଙ୍କୁ ଅନୁ
ଅଭିଯୋଗ ଶୁଣାଣି ମିଳିତ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ମୁଖ୍ୟାଳୟରେ ଅନୁଷ୍ଠିତ ହେବ


Bhubaneswar, 6 ଡିସେମ୍ବର (ହି.ସ.)

ଏଣିକି ପ୍ରତି ସୋମବାର ଦିନ( working day) ବିଏମ୍ ସି, ବିଡିଏ ଓ ସ୍ମାର୍ଟ ସିଟିର ଅଭିଯୋଗ ଶୁଣାଣି ମିଳିତ ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ବିଭିନ୍ନ ମାଧ୍ୟମରେ ଅଭିଯୋଗ କରିଥିବା ବ୍ୟକ୍ତି ବିଶେଷ/ଅନୁଷ୍ଠାନଙ୍କୁ ଅନୁରୋଧ, ସେମାନେ ସୋମବାର ସକାଳ 10 ଘଟିକାରେ ବିଏମ୍ ସି କାର୍ଯ୍ୟାଳୟରେ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ଦାଖଲ/ଶୁଣାଣିରେ ଅଂଶ ଗ୍ରହଣ କରିପାରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande