
ବଲାଙ୍ଗୀର, ୦୬ ଡିସେମ୍ବର(ହି.ସ.) – ଗତକାଲି ତାରିଖ ୦୫.୧୨.୨୦୨୫ ରେ ସରକାରୀ ଉଚ୍ଚ ବିଦ୍ୟାଳୟ , କର୍ଲ୍ଲା ଠାରେ ମଣିଷ-ହାତୀ ସଂଘର୍ଷ ହ୍ରାସ ସମ୍ପର୍କରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ପ୍ରାୟ ୧୫୦ ଜଣ ସ୍କୁଲ ପିଲା, ଶିକ୍ଷକ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ। ରେଞ୍ଜ ଅଫିସର, ମୁରିବାହାଲ ଏବଂ କର୍ମଚାରୀଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ