ଫୁଟବଲ ଫାଇନାଲ ମ୍ୟାଚରେ ଯୋଗଦେଲେ ସାଂସଦ
କେନ୍ଦୁଝର, 6 ଡିସେମ୍ବର (ହି.ସ.) ଆଜି ଘଟଗାଁ ବ୍ଲକ ବଡ଼ଯାମୁପଶି ପଞ୍ଚାୟତର ବାଇଗଣପାଳ ଗ୍ରାମରେ ଶାନ୍ତିନିକେତନ କ୍ଲବ୍ ଦ୍ଵାରା ଫୁଟବଲ୍ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏ
Mp join Football tournament


କେନ୍ଦୁଝର, 6 ଡିସେମ୍ବର (ହି.ସ.) ଆଜି ଘଟଗାଁ ବ୍ଲକ ବଡ଼ଯାମୁପଶି ପଞ୍ଚାୟତର ବାଇଗଣପାଳ ଗ୍ରାମରେ ଶାନ୍ତିନିକେତନ କ୍ଲବ୍ ଦ୍ଵାରା ଫୁଟବଲ୍ ପ୍ରତିଯୋଗୀତାର ଫାଇନାଲ ମ୍ୟାଚ ଆୟୋଜିତ ହୋଇଥିଲା। ଏଥିରେ

ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦିକା ମମତା ସିଂ, ସ୍ଥାନୀୟ ସରପଞ୍ଚ ଯମୁନା ମୁଣ୍ଡା , ଘଟଗାଁ ବ୍ଲକ ସାଂସଦ ପ୍ରତିନିଧି ଅଖିଳ କୁମାର ପାତ୍ର , ସମାଜସେବୀ ଅମର ସିଂ ପ୍ରମୁଖଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande