ମୁଖ୍ୟମନ୍ତ୍ରୀଙ୍କ ଘଟଗାଁ ଗସ୍ତ ନେଇ ବ୍ୟବସ୍ଥା ସମୀକ୍ଷା କଲେ ସାଂସଦ
କେନ୍ଦୁଝର, 6 ଡିସେମ୍ବର (ହି.ସ.)ଆସନ୍ତା କାଲି ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା ତାରିଣୀ ପୀଠ ସମନ୍ଵିତ ବିକାଶ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମସ୍ତ ପ୍ରକାରର ବ୍ୟବସ୍ଥା ତଦାରଖ କଲେ ସାଂସଦ
Mp review cm visit


କେନ୍ଦୁଝର, 6 ଡିସେମ୍ବର (ହି.ସ.)ଆସନ୍ତା କାଲି ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା ତାରିଣୀ ପୀଠ ସମନ୍ଵିତ ବିକାଶ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମସ୍ତ ପ୍ରକାରର ବ୍ୟବସ୍ଥା ତଦାରଖ କଲେ ସାଂସଦ ଅନନ୍ତ ନାୟକ। ଏହା ତଦାରଖ ବେଳେ ଜିଲ୍ଲା ପ୍ରଶାସନ ସହିତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande