
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ରାଜ୍ୟରେ 453 ନିରାଶ୍ରୟ ଶିଶୁ
ଅଛନ୍ତି | ବିଗତ ପାଞ୍ଚ ବର୍ଷ ମଧ୍ୟରେ ନିରାଶ୍ରୟ ଶିଶୁଙ୍କ ପାଇଁ 8 କୋଟି 73 ଲକ୍ଷ 84 ହଜାର 770 ଟଙ୍କା ଖର୍ଚ୍ଚ
ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା