ଓଡ଼ିଶାରେ ରହିଛି 68ଟି ବ୍ଲାକ ସ୍ପଟ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଓଡ଼ିଶାରେ ରହିଛି 68 ଟି ବ୍ଲାକ ସ୍ପଟ । ଏହି ସବୁ ବ୍ଲାକ ସ୍ପଟରେ ସାବଧାନ ହୋଇ ଗାଡି ନ ଚଳାଇଲେ, ଦୁର୍ଘଟଣା ସୁନିଶ୍ଚିତ । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀର
ଓଡ଼ିଶାରେ ରହିଛି 68ଟି ବ୍ଲାକ ସ୍ପଟ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଓଡ଼ିଶାରେ ରହିଛି 68 ଟି ବ୍ଲାକ ସ୍ପଟ ।

ଏହି ସବୁ ବ୍ଲାକ ସ୍ପଟରେ ସାବଧାନ ହୋଇ ଗାଡି ନ ଚଳାଇଲେ, ଦୁର୍ଘଟଣା

ସୁନିଶ୍ଚିତ । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande