ଓଡ଼ିଆ ଶହୀଦ୍ ଓ ମହାନ୍‌  ବୀର ଜୟୀ ରାଜଗୁରୁଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଓଡ଼ିଆ ଶହୀଦ୍ ଓ ମହାନ୍‌ ବୀର ଜୟୀ ରାଜଗୁରୁଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ଜାତିର ସ୍ୱାଭିମାନ ଓ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ୍ ଓ
ଓଡ଼ିଆ ଶହୀଦ୍ ଓ ମହାନ୍‌      ବୀର ଜୟୀ ରାଜଗୁରୁଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଓଡ଼ିଆ ଶହୀଦ୍ ଓ ମହାନ୍‌ ବୀର ଜୟୀ ରାଜଗୁରୁଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ

ଜାତିର ସ୍ୱାଭିମାନ ଓ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ୍ ଓ ମହାନ୍‌ ବୀର ଜୟୀ ରାଜଗୁରୁଙ୍କ ପୁଣ୍ୟ ତିଥିରେ ବିନମ୍ର

ଶ୍ରଦ୍ଧାଞ୍ଜଳି । ବ୍ରିଟିଶ ଶାସନ ବିରୁଦ୍ଧରେ ତାଙ୍କର ଅତୁଳନୀୟ ତ୍ୟାଗ, ଅଦମ୍ୟ ସାହସ ଏବଂ

ମାତୃଭୂମି ପାଇଁ ଆତ୍ମବଳିଦାନ ସର୍ବଦା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ

ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande