'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କୁ ପ୍ରଣାମ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) - ''ପଦ୍ମଭୂଷଣ'' ଡଃ ରାଧାନାଥ ରଥଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ତଥା ସମାଜ ସଂସ୍କାରକ ''ପଦ୍ମଭୂଷଣ
'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କୁ ପ୍ରଣାମ     କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)

- 'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କ

ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ତଥା ସମାଜ ସଂସ୍କାରକ 'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କ

ଜୟନ୍ତୀ ଅବସରରେ ପ୍ରଣାମ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande