'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) - ''ପଦ୍ମଭୂଷଣ'' ଡଃ ରାଧାନାଥ ରଥଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ, ବିଶିଷ୍ଟ ଶିକ୍ଷ
'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କୁ ନମନ     କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)

- 'ପଦ୍ମଭୂଷଣ' ଡଃ ରାଧାନାଥ ରଥଙ୍କୁ

ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି

ପରିଡା କହିଛନ୍ତି ଯେ, ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ, ବିଶିଷ୍ଟ

ଶିକ୍ଷାବିତ, ରାଜନେତା, ସମାଜସେବୀ ତଥା

ଦୈନିକ ସମାଜର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ଶ୍ରଦ୍ଧାଞ୍ଜଳି ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande