
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ଆସନ୍ତା ଜାନୁଆରୀ ୨୦ରେ ଓଏସଏସଟିଇଟି- ୨୦୨୫ ପରୀକ୍ଷା
ଅନୁଷ୍ଠିତ ହେବ । ସକାଳ ୯ରୁ ସାଢ଼େ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ । ଆଜିଠାରୁ ଆସନ୍ତା ୧୭
ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ । ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ୍
କାର୍ଡ ଡାଉନଲୋଡ୍ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା