ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ପକ୍ଷରୁ ୬୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲିସ୍ କମିଶନର ଡ଼. ସୁରେଶ ଦେବଦତ୍ତ ସିଂହ ଓ ଅତିରିକ୍ତ କମିଶନର ଶ୍ରୀ ନରସିଂହ ଭୋଳ ଅତିଥି ଭାବେ ଯୋଗଦେଇଥିଲେ। -------------
ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ଭୁବନେଶ୍ୱର ସହରାଞ୍ଚଳ ପୋଲିସ୍ ପକ୍ଷରୁ ୬୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲିସ୍ କମିଶନର ଡ଼. ସୁରେଶ ଦେବଦତ୍ତ ସିଂହ ଓ ଅତିରିକ୍ତ କମିଶନର ଶ୍ରୀ ନରସିଂହ ଭୋଳ ଅତିଥି ଭାବେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande