ମ୍ୟାଚ ପାଇଁ ଆଜି ଭୁବନେଶ୍ୱରରେ ପହଂଚିବ ଭାରତୀୟ ଟିମ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ ଆରମ୍ଭ । ଆଜି ଭୁବନେଶ୍ୱରରେ ପହଁଚିବେ ଭାରତୀୟ ଦଳର କିଛି ଖେଳାଳି । ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, ଶୁଭମାନ ଗିଲ, ଶିଭମ ଦୁବେ, ଅକ୍ସର ପଟେଲ, ସଞ୍ଜୁ ସାମସନ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ
ମ୍ୟାଚ ପାଇଁ ଆଜି ଭୁବନେଶ୍ୱରରେ ପହଂଚିବ ଭାରତୀୟ ଟିମ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ ଆରମ୍ଭ । ଆଜି

ଭୁବନେଶ୍ୱରରେ ପହଁଚିବେ ଭାରତୀୟ ଦଳର କିଛି ଖେଳାଳି । ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟ କୁମାର ଯାଦବ, ଶୁଭମାନ ଗିଲ, ଶିଭମ ଦୁବେ, ଅକ୍ସର ପଟେଲ, ସଞ୍ଜୁ ସାମସନ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ

ଆଦି ଖେଳାଳି ଭୁବନେଶ୍ୱରରେ ପହଂଚିବାର ସମ୍ଭାବନା ରହିଛି । ଗତକାଲି ଦକ୍ଷିଣ ଆଫ୍ରିକା ଦଳର

ପାଞ୍ଚ ଜଣ ଖେଳାଳି ଭୁବନେଶ୍ୱରରେ ପହଂଚି ସାରିଛନ୍ତି । ବାକି ରହିଥିବା ଅନ୍ୟ ଖେଳାଳି ତୃତୀୟ

ଦିନିକିଆ ସରିବା ପରେ ଟିମ ସହ ଯୋଗ ଦେବାର ସୂଚନା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande