ଜଗନ୍ନାଥଙ୍କର ରାଜ୍ୟ ବାହାରେ 6 ଟି ପ୍ରଦେଶରେ 395 ଏକର 252 ପରିମିତ ଜମି ଚିହ୍ନଟ
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ରାଜ୍ୟ ବାହାରେ ଅଛି ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି । ରାଜ୍ୟ ବାହାରେ 6 ଟି ପ୍ରଦେଶ ରେ 395 ଏକର 252 ପରିମିତ ଜମି ଚିହ୍ନଟ କରାଯାଇଛି । ଓଡ଼ିଶାର 24 ଜିଲ୍ଲାରେ ଜଗନ୍ନାଥଙ୍କ 60 ଏକର 426.943 ଜମି ରହିଛି । ସେଥିରୁ 38 ଏକର
ଜଗନ୍ନାଥଙ୍କର ରାଜ୍ୟ ବାହାରେ 6 ଟି ପ୍ରଦେଶରେ 395 ଏକର 252 ପରିମିତ ଜମି ଚିହ୍ନଟ


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ରାଜ୍ୟ ବାହାରେ ଅଛି ଜଗନ୍ନାଥଙ୍କ ଜମି ଚିହ୍ନଟ ହୋଇଛି

। ରାଜ୍ୟ ବାହାରେ 6 ଟି ପ୍ରଦେଶ ରେ 395 ଏକର 252 ପରିମିତ ଜମି

ଚିହ୍ନଟ କରାଯାଇଛି । ଓଡ଼ିଶାର 24 ଜିଲ୍ଲାରେ ଜଗନ୍ନାଥଙ୍କ

60 ଏକର 426.943 ଜମି ରହିଛି । ସେଥିରୁ

38 ଏକର 061.792ପରିମିତ ଜମିର

ସଂଶୋଧିତ ସ୍ୱତ୍ତଲିପି ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ଅଛି । ବେଆଇନ ଭାବେ

ଅବରୋଧ ହୋଇଥିବା ଶ୍ରୀଜୀଉଙ୍କ ଜମିକୁ ତଦନ୍ତ କରାଯାଇ ଚି଼ହ୍ନଟ କରାଯାଇଛି । ରାଜ୍ୟର 7 ଜିଲ୍ଲା ରେ 169 ଏକର 86167ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ

ଦ୍ୱାରା ଉଛେଦ କରାଯିବା ପାଇଁ ଶ୍ରୀମନ୍ଦିର ଆଇନ ଅନୁଯାଇ 974 ଟି ବେଆଇନ ଅବରୋଧ

ମକଦମା ଦାୟର କରାଯାଇଛି । ବିଧାୟକ ସୁଦର୍ଶନ ହରିପାଲଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande