
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ନିମ୍ନମାନର ଛତୁଆ ଦେଇ
କୋମଳମତି ଛୁଆ ସହ ଖେଳୁଛନ୍ତି ଏସଏଚଜି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ରଖିଛନ୍ତି ଲିଖିତ
ଉତ୍ତର । ୫ ବର୍ଷରେ ନିମ୍ନମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ ଏସଏଚଜିକଳା ତାଲିକାଭୁକ୍ତ । ୩ଟି ଏସଏଚଜିକୁ ମଗାଯାଇଛି କାରଣ ଦର୍ଶାଅ
ନୋଟିସ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା