ଧାନ ପଞ୍ଜିକରଣରୁ ଚାଷୀଙ୍କୁ ବଞ୍ଚିତ କରାନଯାଉ- ସାରଦା ଜେନା
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) - ଶୂନ୍ୟକାଳରେ ଉଠିଲା ଧାନ ପଞ୍ଜିକରଣ ସମସ୍ୟା ପ୍ରସଙ୍ଗ । ବିଜେଡି ବିଧାୟକ ସାରଦା ଜେନା ଉଠାଇଲେ ପ୍ରସଙ୍ଗ । ସେ କହିଛନ୍ତି ଯେ, ଧାନ ପଞ୍ଜିକରଣ ଏବେ ବହୁ ଚାଷୀ କରିନାହାନ୍ତି । ଯାହା ଫଳରେ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍
ଧାନ ପଞ୍ଜିକରଣରୁ ଚାଷୀଙ୍କୁ ବଞ୍ଚିତ କରାନଯାଉ- ସାରଦା ଜେନା


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)

- ଶୂନ୍ୟକାଳରେ ଉଠିଲା ଧାନ ପଞ୍ଜିକରଣ ସମସ୍ୟା ପ୍ରସଙ୍ଗ ।

ବିଜେଡି ବିଧାୟକ ସାରଦା ଜେନା ଉଠାଇଲେ ପ୍ରସଙ୍ଗ । ସେ କହିଛନ୍ତି ଯେ, ଧାନ ପଞ୍ଜିକରଣ ଏବେ ବହୁ ଚାଷୀ କରିନାହାନ୍ତି । ଯାହା

ଫଳରେ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସରକାର ତୁରନ୍ତ ଧାନ

ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ପଞ୍ଜିକରଣ ପାଇଁ ସୁଯୋଗ ଦିଅନ୍ତୁ । ବିଭାଗୀୟ

ମନ୍ତ୍ରୀଙ୍କୁ ଏ ବାବଦରେ ରୁଲିଂ ଦେବାକୁ ବାଚସ୍ପତିଙ୍କ ପାଖରେ ଦାବି କଲେ ବିଜେଡି ବିଧାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande