
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ସୁଭଦ୍ରାରେ ସାମିଲ ପାଇଁ ବିଚାରଧୀନ ଅଛି ଆବେଦନ । ସୁଭଦ୍ରାରେ
ସାମିଲ ପାଇଁ 6 ଲକ୍ଷ 23 ହଜାର 555 ଜଣ ହିତାଧିକାରୀଙ୍କ ଆବେଦନ ବିଚାରଧୀନ ଅଛି । 30 ଜିଲ୍ଲାରେ ପ୍ରଥମ କିସ୍ତିରେ ଏକ କୋଟି 3 ଲକ୍ଷ 5ହଜାର 941 ପାଇଥିବା ବେଳେ ଦ୍ୱିତୀୟ କିସ୍ତିରେ 1 କୋଟି 19 ଲକ୍ଷ 2ହଜାର 724 ଜଣ ପାଇଛନ୍ତି । ସେହିପରି
ତୃତୀୟ କିସ୍ତି ପାଇଛନ୍ତି 97 ଲକ୍ଷ 65 ହଜାର 339 ଜଣ ପାଇଛନ୍ତି ।ବିଧାୟକ ଗଣେଶ୍ୱର
ବେହେରାଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା