ସୁଭଦ୍ରାରୁ ବାଦ ପଡିଲେଣି 18 ଲକ୍ଷ 50 ହଜାର 25 ମହିଳା
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ସୁଭଦ୍ରାରୁ ବାଦ ପଡିଲେଣି 18 ଲକ୍ଷ 50 ହଜାର 25 ମହିଳା । ପ୍ରଥମ କିସ୍ତିରେ 399017, ଦ୍ଵିତୀୟରେ 582235 ଓ ତୃତୀୟରେ 868773 ମହିଳା ବାଦ ପଡିଛନ୍ତି । ବିଭିନ୍ନ ମାନଦଣ୍ଡରୁ ଏମାନଙ୍କୁ ବାଦ ଦିଆଯାଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍
ସୁଭଦ୍ରାରୁ ବାଦ ପଡିଲେଣି 18 ଲକ୍ଷ 50 ହଜାର 25 ମହିଳା


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)- ସୁଭଦ୍ରାରୁ ବାଦ ପଡିଲେଣି 18 ଲକ୍ଷ 50 ହଜାର 25 ମହିଳା । ପ୍ରଥମ କିସ୍ତିରେ 399017, ଦ୍ଵିତୀୟରେ 582235 ଓ ତୃତୀୟରେ 868773 ମହିଳା ବାଦ ପଡିଛନ୍ତି । ବିଭିନ୍ନ ମାନଦଣ୍ଡରୁ

ଏମାନଙ୍କୁ ବାଦ ଦିଆଯାଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande