୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩,୮୩୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି- ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, 6 ଡିସେମ୍ବର (ହି.ସ.) - ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଓଡ଼ିଶାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୩-୨୪ ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଆସିଥିଲେ ଓଡ଼ିଶା । ୨୦୨୪-୨୫ ବର୍ତ୍ତ
୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩,୮୩୫୫୬ ପର୍ଯ୍ୟଟକ ଓଡ଼ିଶା     ଆସିଛନ୍ତି- ପ୍ରଭାତୀ ପରିଡ଼ା


ଭୁବନେଶ୍ୱର, 6 ଡିସେମ୍ବର (ହି.ସ.)

- ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଓଡ଼ିଶାକୁ

ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ୨୦୨୨-୨୩ ରେ ୮୬ ଲକ୍ଷ ୨୪ ହଜାର ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୩-୨୪

ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଆସିଥିଲେ ଓଡ଼ିଶା । ୨୦୨୪-୨୫ ବର୍ତ୍ତମାନ ସୁଦ୍ଧା ୧ କୋଟି

୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande