ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ବଲାଙ୍ଗିର ଯାଦବ ଭବନ ଠାରେ ବଲାଙ୍ଗିର ମୂଳନିବାସୀ ବହୁଜନ ମିଳିତ ମହାସଂଘର ଆୟୋଜନରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ୬୯ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଇଂଜିନିୟର ବେଳାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ଅତିଥି ଭାବରେ ଡକ୍ଟର ଅ
ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ !


ବଲାଙ୍ଗିର, ୭ ଡିସେମ୍ବର (ହି.ସ.)- ବଲାଙ୍ଗିର ଯାଦବ ଭବନ ଠାରେ ବଲାଙ୍ଗିର ମୂଳନିବାସୀ ବହୁଜନ ମିଳିତ ମହାସଂଘର ଆୟୋଜନରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ୬୯ ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି। ଇଂଜିନିୟର ବେଳାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦିବସରେ ଅତିଥି ଭାବରେ ଡକ୍ଟର ଅର୍ଜୁନ ମୁଗ୍ରୀ, ଦିନେଶ ନାଗ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, କାନ୍ତି ଲାଲ ମୁଗ୍ରୀ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ତରଣୀସେନ ଦୀପ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande