ନେରଡା ପଂଚାୟତ ନେତୃମଣ୍ଡଳୀଙ୍କ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା
ଭଦ୍ରକ, ୭ ଡିସେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନେରଡ଼ା ଗ୍ରାମ ପଂଚାୟତର ଆଗଧାଡିର ଯୁବ ନେତୃମଣ୍ଡଳୀ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏବଂ ଗ୍ରାମ ପଂଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଭଣ୍ଡାରିପୋଖରୀ ବିଧାୟକଙ୍କ ସ
NERADA PANCHAYAT WITH MLA SANJIB ALOCHANA


ଭଦ୍ରକ, ୭ ଡିସେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନେରଡ଼ା ଗ୍ରାମ ପଂଚାୟତର ଆଗଧାଡିର ଯୁବ ନେତୃମଣ୍ଡଳୀ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏବଂ ଗ୍ରାମ ପଂଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଭଣ୍ଡାରିପୋଖରୀ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ରାଜକିଶୋର ମଲ୍ଲିକ, ଭଗବାନ ଓଝା, ଦିଲ୍ଲୀପ କୁମାର ବେହେରା, ସୁକାନ୍ତ ବେହୁରିଆ, ପ୍ରମୋଦ ନାୟକ, ନିରାକାର ଭାରତୀ, ପ୍ରଭାକର ପଣ୍ଡା, ଚିତରଞ୍ଜନ ମାହାଳିକଙ୍କ ସମେତ ବହୁ ଯୁବ ସଙ୍ଗଠକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande