ଘରୋଇ କଳହରୁ ଟ୍ରେନ ତଳେ ଯୁବକ ମୃତ
ବଲାଙ୍ଗୀର, ୦୭ ଡିସେମ୍ବର(ହି.ସ.) – ଆଜି ସକାଳେ ଏକ ଯୁବକ ରେଳ ଲାଇନରେ କଟି ମରିଥିବା ଲୋକେ ଦେଖି ଖବର ଦେଇଥିଲେ। ସତ୍ୟନାରାୟଣ ପଡ଼ା ପାଖ ରେଲୱେ ଟ୍ରାକ ର ମହିନ୍ଦ୍ର ଟ୍ରାକ୍ଟର ସୋରୁମ୍ ପଛପଟେ ମରି ସୁନୀଲ କୁମାର କବାଟ ଚିମ୍ନିଭାଟି ପଡ଼ାର ଆଜି ସକାଳୁ ମରି ପଡ଼ିଥିବା ଲୋକେ ଦେଖିଥିଲେ। ଘରେ ସ୍ତ୍ରୀ ସହିତ
ଘରୋଇ କଳହ ରୁ ଟ୍ରେନ ତଳେ ଯୁବକ ମୃତ


ବଲାଙ୍ଗୀର, ୦୭ ଡିସେମ୍ବର(ହି.ସ.) – ଆଜି ସକାଳେ ଏକ ଯୁବକ ରେଳ ଲାଇନରେ କଟି ମରିଥିବା ଲୋକେ ଦେଖି ଖବର ଦେଇଥିଲେ। ସତ୍ୟନାରାୟଣ ପଡ଼ା ପାଖ ରେଲୱେ ଟ୍ରାକ ର ମହିନ୍ଦ୍ର ଟ୍ରାକ୍ଟର ସୋରୁମ୍ ପଛପଟେ ମରି ସୁନୀଲ କୁମାର କବାଟ ଚିମ୍ନିଭାଟି ପଡ଼ାର ଆଜି ସକାଳୁ ମରି ପଡ଼ିଥିବା ଲୋକେ ଦେଖିଥିଲେ। ଘରେ ସ୍ତ୍ରୀ ସହିତ ମନୋମଲିନ୍ୟ ହୋଇ ସେ ଘରୁ ଚାଲି ଯାଇଥିଲେ ରାତିରେ କୌଣସି ଏକ ରେଳ ଗାଡ଼ିରେ ଯାଇ ଆତ୍ମହତ୍ୟା କରି ଥିବା କୁହାଯାଇଛି। ଜିଅର୍ପି ପୋଲିସ ଏହାର ତଦନ୍ତ କରି କେସ ରୁଜୁ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande