ବଡ଼ମାଳ ଗୋଳାବାରୁଦ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ଟିଟିଲାଗଡ଼ ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କାରଖାନାର ଗେଟ ସମ୍ମୁଖରେ ପଡ଼ିଛି ମୃତ୍ୟୁଦେହ । କର୍ମଚାରୀ ଜଣକ ହେଲେ ତାମିଲନାଡୁ ଆରଭାନକାଡୁ କାରଖାନର କର୍ମଚାରୀ ଡି.ବାଲ
ବଡ଼ମାଳ ଗୋଳାବାରୁଦ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ


ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ଟିଟିଲାଗଡ଼

ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କାରଖାନାର

ଗେଟ ସମ୍ମୁଖରେ ପଡ଼ିଛି ମୃତ୍ୟୁଦେହ । କର୍ମଚାରୀ ଜଣକ ହେଲେ ତାମିଲନାଡୁ ଆରଭାନକାଡୁ କାରଖାନର

କର୍ମଚାରୀ ଡି.ବାଲକ୍ରିଷ୍ଣା ।

ସିପିଡ଼ବ୍ଲୁ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ

। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande