ଏସଆଇ ନିଯୁକ୍ତି ସ୍କାମ ଘଟଣାରେ ପୁଣି 2 ଗିରଫ
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ସବଇନ୍ସପେକ୍ଟର ଚାକିରୀ ସ୍କାମ ଘଟଣାରେ ପୁଣି ୨ ଗିରଫ । ଏସଏସବି ଯବାନ ଅର୍ଜୁନ ନାୟକ ଓ ନିମାଇଁ ସାହୁକୁ ଗିରଫ କଲା ସିବିଆଇ । ଅର୍ଜୁନ ହେଉଛନ୍ତି ବିରଞ୍ଚି ନାୟକଙ୍କ ମୁଖ୍ୟ ସହଯୋଗୀ । ଯବାନ ଅର୍ଜୁନ ନାୟକ ଓ ନିମାଇଁ ସାହୁ ୨୫ ଲକ୍ଷ ବିନିମୟ
ଏସଆଇ ନିଯୁକ୍ତି ସ୍କାମ ଘଟଣାରେ ପୁଣି 2 ଗିରଫ


ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ସବଇନ୍ସପେକ୍ଟର ଚାକିରୀ ସ୍କାମ ଘଟଣାରେ ପୁଣି ୨ ଗିରଫ ।

ଏସଏସବି ଯବାନ ଅର୍ଜୁନ ନାୟକ ଓ ନିମାଇଁ ସାହୁକୁ ଗିରଫ କଲା ସିବିଆଇ । ଅର୍ଜୁନ ହେଉଛନ୍ତି

ବିରଞ୍ଚି ନାୟକଙ୍କ ମୁଖ୍ୟ ସହଯୋଗୀ ।

ଯବାନ ଅର୍ଜୁନ ନାୟକ ଓ ନିମାଇଁ ସାହୁ ୨୫ ଲକ୍ଷ ବିନିମୟରେ ସବ

ଇନ୍ସପେକ୍ଟର ଚାକିରୀ ଦେବାପାଇଁ ନେଇଥିଲେ ଠିକା । ନିମାଇଁ ହେଉଛନ୍ତି ଗିରଫ ଅଭିଯୁକ୍ତ ତଥା

ଦୀଘା ମଡ୍ୟୁଲ ସମ୍ଭାଳୁଥିବା ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ। ଦୀର୍ଘ ୭ ଦିନ ହେଲା ଏହି ଦୁଇ

ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ବେଳେ ଆଜି ଏମାନଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ବିରଞ୍ଚି ନାୟକଙ୍କ ରିମାଣ୍ଡ

ସରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande