
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)
- ସଶସ୍ତ୍ର ସେନା ପତାକା ଦିବସରେ ଦେଶର ବୀର ଯବାନଙ୍କୁ
ଶୁଭକାମନା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଏହି ସଶସ୍ତ୍ର ସେନା ପତାକା ଦିବସରେ, ଆମେ ଆମର ସାହସୀ
ଯବାନ, ପୂର୍ବତନ ସେନା ଓ ସହୀଦମାନଙ୍କୁ ସମ୍ମାନ ଜଣାଉଛୁ। ତାଙ୍କର ବୀରତା
ଆମର ତିରଙ୍ଗାକୁ ସର୍ବଦା ଉଚ୍ଚରେ ଉଡାଉଛି। ଜୟ ହିନ୍ଦ!
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା