ବିଧାନସଭାରେ ଶିକ୍ଷକ ଆନ୍ଦୋଳନ କଥା ଉଠାଇବ କଂଗ୍ରେସ
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ବିଧାନସଭାରେ ଶିକ୍ଷକ ଆନ୍ଦୋଳନ କଥା ଉଠାଇବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ । ସେ କହିଛନ୍ତି ଆଗକୁ ପରୀକ୍ଷା ଅଛି । ଶିକ୍ଷକ ଭୋକ ଉପାସରେ ରହିଲେ ସମାଜ କେମିତି ଗଢିହେବ । ଶିକ୍ଷକଙ୍କ ଦାବ
ବିଧାନସଭାରେ ଶିକ୍ଷକ ଆନ୍ଦୋଳନ କଥା ଉଠାଇବ କଂଗ୍ରେସ


ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ବିଧାନସଭାରେ ଶିକ୍ଷକ ଆନ୍ଦୋଳନ କଥା ଉଠାଇବ କଂଗ୍ରେସ । ଏ

ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ । ସେ କହିଛନ୍ତି ଆଗକୁ

ପରୀକ୍ଷା ଅଛି । ଶିକ୍ଷକ ଭୋକ ଉପାସରେ ରହିଲେ ସମାଜ କେମିତି ଗଢିହେବ । ଶିକ୍ଷକଙ୍କ ଦାବି ସରକାର ଶୁଣିବା ଦରକାର । ଶିକ୍ଷକଙ୍କୁ

ତାଙ୍କ ସଠିକ ପ୍ରାପ୍ୟ ଦିଆଯିବା କଥା ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande