
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ଦିନିକିଆ ନୂଆପଡା ଗସ୍ତରେ ଖାଉଟି ଏବଂ ଯୋଗାଣ ମନ୍ତ୍ରୀ
କୃଷ୍ଣ ଚନ୍ଦ୍ର ପାତ୍ର ।ନୂଆପଡା ଜିଲ୍ଲାର
ବିଭିନ୍ନ ପ୍ୟାକ୍ସର ମଣ୍ଡି ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ଏହାସହିତନୂଆପଡା ବ୍ଲକ ଡର୍ଲିମୁଣ୍ଡା ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ।ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ସହ
କରିବେ ସମୀକ୍ଷା ବୈଠକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା