ରାଜ୍ୟରେ ଅସହ୍ୟ ଶୀତ, ରାଉରକେଲା ଏବଂ ଝାରସୁଗୁଡାରେ 7ଡ଼ିଗ୍ରୀ ଛୁଇଁଲା ପାରଦ
ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହୋଇଛି । ରାଉରକେଲା ଏବଂ ଝାରସୁଗୁଡାରେ 7ଡ଼ିଗ୍ରୀ ଛୁଇଁଲା ପାରଦ । ଆଜି ସର୍ବନିମ୍ନ ରାତ୍ରି ତାପମାତ୍ରା ରାଉରକେଲାରେ 7.2°ସେଲସିୟସରେକର୍ଡ ହୋଇଥିବା ବେଳେ ଝାରସୁଗୁଡା 7.6° ସେଲସିୟସରେକର୍ଡ ହୋଇଛି। କେନ୍ଦୁଝର
ରାଜ୍ୟରେ ଅସହ୍ୟ ଶୀତ, ରାଉରକେଲା ଏବଂ ଝାରସୁଗୁଡାରେ 7ଡ଼ିଗ୍ରୀ ଛୁଇଁଲା ପାରଦ


ଭୁବନେଶ୍ୱର, 7 ଡିସେମ୍ବର (ହି.ସ.)- ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହୋଇଛି । ରାଉରକେଲା ଏବଂ

ଝାରସୁଗୁଡାରେ 7ଡ଼ିଗ୍ରୀ ଛୁଇଁଲା ପାରଦ । ଆଜି ସର୍ବନିମ୍ନ ରାତ୍ରି

ତାପମାତ୍ରା ରାଉରକେଲାରେ 7.2°ସେଲସିୟସରେକର୍ଡ ହୋଇଥିବା ବେଳେ ଝାରସୁଗୁଡା 7.6° ସେଲସିୟସରେକର୍ଡ ହୋଇଛି। କେନ୍ଦୁଝର 9.6° ସେଲସିୟସ, ଭୁବନେଶ୍ୱର

11.9° ସେଲସିୟସ, ସମ୍ବଲପୁର 12° ସେଲସିୟସ, ହୀରାକୁଦ 13.2° ସେଲସିୟସ, ବାଲେଶ୍ୱର 13.6° ସେଲସିୟସ, ପାରାଦ୍ୱୀପ 13.9° ସେଲସିୟସ, ଚାନ୍ଦବାଲି 14° ସେଲସିୟସ, ଗୋପାଳପୁର 15.9° ସେଲସିୟସ, ପୁରୀ 16.6° ସେଲସିୟସ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande