ନେପାଳୀ ଛାତ୍ରଛାତ୍ରୀଙ୍କୁ ଷ୍ଟେସନରେ ଛାଡିବା ଦ୍ୱାରା ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଲା-ବିଜେଡି
ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.) - କିଟ୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ସେ କହିଛନ୍ତି ଯେ, ବିଧାନସଭାରେ ବି ଆମେ କହିଛୁ, କିଟ୍ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ନେପାଳ ସହିତ ଭାରତର ସୁସମ୍ପର୍କ। କିନ୍ତୁ ନେପାଳୀ ଛାତ୍ର ଛାତ୍ରୀଙ୍
ନେପାଳୀ ଛାତ୍ରଛାତ୍ରୀଙ୍କୁ     ଷ୍ଟେସନରେ ଛାଡିବା ଦ୍ୱାରା ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଲା-ବିଜେଡି


ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)

- କିଟ୍ ଘଟଣାରେ

ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ସେ କହିଛନ୍ତି ଯେ, ବିଧାନସଭାରେ

ବି ଆମେ କହିଛୁ, କିଟ୍ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ନେପାଳ ସହିତ ଭାରତର ସୁସମ୍ପର୍କ। କିନ୍ତୁ

ନେପାଳୀ ଛାତ୍ର ଛାତ୍ରୀଙ୍କୁ ଷ୍ଟେସନରେ ଛାଡିବା ଦ୍ଵାରା ଭାବମୂର୍ତ୍ତୀ କ୍ଷୁର୍ଣ୍ଣ ହେଲା। ଏହାକୁ ନେଇ ମୁଁ ବି କ୍ଷୋଭ ପ୍ରକାଶ କରୁଛି। ଜଙ୍ଗଲ ଜମିରେ ଯଦି ବେଆଇନ୍ ନିର୍ମାଣ ହେଇଛି ତାହାଲେ

ତଦନ୍ତ ହେଉ। ବିଜେଡ଼ି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କୁ ଅହେତୁକ ଅନୁକମ୍ପା ଦିଆଯାଇଛି କହିବା

ଠିକ୍ ହେବନି। ଯଦି କିଛି ଭୁଲ୍ ତ୍ରୁଟି ହୋଇଛି ତେବେ ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande