ସଙ୍ଗଠନ ସଜାଡିବାକୁ କଂଗ୍ରେସ ଭବନରେ ମାନସ ମନ୍ଥନ ଜିଲ୍ଲାସ୍ତରୀୟ ନେତାଙ୍କୁ ଭୁବନେଶ୍ୱର ଡକରା
ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.) - ଦଳୀୟ ସଂଗଠନ ସଜାଡ଼ିବାକୁ କଂଗ୍ରେସ ଭବନରେ ମାନସ ମନ୍ଥନ । ବିଭିନ୍ନ ଜିଲ୍ଲା ସ୍ତରୀୟ ନେତାଙ୍କୁ ଭୁବନେଶ୍ୱର ଡକରା ।ଜିଲ୍ଲା ସଭାପତି ଓ ଅନ୍ୟ କର୍ମକର୍ତାଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରୁଛନ୍ତି କଂଗ୍ରେସ ପ୍ରଭାରୀ । ସାରା
ସଙ୍ଗଠନ ସଜାଡିବାକୁ     କଂଗ୍ରେସ ଭବନରେ ମାନସ ମନ୍ଥନ ଜିଲ୍ଲାସ୍ତରୀୟ ନେତାଙ୍କୁ     ଭୁବନେଶ୍ୱର ଡକରା


ଭୁବନେଶ୍ୱର, 23 ଫେବ୍ରୁଆରି (ହି.ସ.)

- ଦଳୀୟ ସଂଗଠନ

ସଜାଡ଼ିବାକୁ କଂଗ୍ରେସ ଭବନରେ ମାନସ ମନ୍ଥନ । ବିଭିନ୍ନ ଜିଲ୍ଲା ସ୍ତରୀୟ ନେତାଙ୍କୁ ଭୁବନେଶ୍ୱର

ଡକରା ।ଜିଲ୍ଲା ସଭାପତି ଓ ଅନ୍ୟ କର୍ମକର୍ତାଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରୁଛନ୍ତି

କଂଗ୍ରେସ ପ୍ରଭାରୀ ।

ସାରା ଓଡ଼ିଶାରେ ଦକ୍ଷିଣ

ଓଡିଶା ମଡେଲ ଆପଣାଇବା ପାଇଁ ଯୋଜନା କରୁଛି କଂଗ୍ରେସ। ପୂର୍ବ ନିର୍ବାଚନରେ ଯେଭଳି ରଣନୀତି

ଆପଣାଇ କଂଗ୍ରେସ ଦକ୍ଷିଣ ଓଡ଼ିଶାର ୧୦ ଟି ବିଧାୟକ ଆସନ ଓ ଗୋଟିଏ ସାଂସଦ ଜିତିଛି ସେଭଳି ରଣନୀତି

ସାରା ଓଡ଼ିଶାରେ ପ୍ରୟୋଗ ହେବ । ଏଥିପାଇଁ ଆଜି କୋରାପୁଟ ସାଂସଦ ଓ ଦକ୍ଷିଣ ଓଡିଶାର ବିଧାୟକଙ୍କ

ସହ ବି ଆଲୋଚନା ହୋଇଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande