ପ୍ରଦୀପ ମହାପାତ୍ର ପିସିସି ପ୍ରୋଟକଲ ଇନଚାର୍ଯ ନିଯୁକ୍ତ
ଭୁବନେଶ୍ୱର,୩୦ ମଇ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପିସିସି ପ୍ରୋଟକଲ ଇନଚାର୍ଯ ଭାବରେ ପ୍ରଦୀପ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।ଶ୍ରୀ ମହାପାତ୍ର ତାଙ୍କ ଦାୟିିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବି
ପ୍ରଦୀପ ମହାପାତ୍ର ପିସିସି ପ୍ରୋଟକଲ ଇନଚାର୍ଯ ନିଯୁକ୍ତ


ଭୁବନେଶ୍ୱର,୩୦ ମଇ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପିସିସି ପ୍ରୋଟକଲ ଇନଚାର୍ଯ ଭାବରେ ପ୍ରଦୀପ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।ଶ୍ରୀ ମହାପାତ୍ର ତାଙ୍କ ଦାୟିିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande