ଶ୍ରୀନଗର, 30 ମେ (ହି.ସ.)- ଜମ୍ମୁ-କାଶ୍ମୀର ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ୟୁନିଟ୍ ଆଜି
ସକାଳୁ କାଶ୍ମୀରର ବିଭିନ୍ନ ଜିଲ୍ଲାରେ ରେଡ୍ କରିଛି। ଏହି କାର୍ଯ୍ୟାନୁଷ୍ଠାନ ଶ୍ରୀନଗର, ବଡଗାମ୍, ଅବନ୍ତିପୋରା, ପୁଲୱାମା, କୁପୱାଡ଼ା ଓ ଶୋପିଆଁ ଜିଲ୍ଲାରେ ହୋଇଛି।
ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ସିଆଇକେଓ ଜମ୍ମୁ କାଶ୍ମୀର ପୁଲିସ ଆତଙ୍କବାଦୀ ସହ ଜଡିତ ଥିବା ଏହି ସ୍ଥାନରେ ଅଭିଯାନ
ଚଳାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା