ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ବିଜେଡିର ବିରାଟ ବିକ୍ଷୋଭ
ଭୁବନେଶ୍ୱର, 12 ଜୁନ୍ (ହି.ସ.) - ମହାତ୍ମା ଗାନ୍ଧୀ ମାର୍ଗରେ ବିଜେପି ସରକାର ଓ ବିରୋଧୀ ବିଜେଡ଼ିର ଶକ୍ତି ପ୍ରଦର୍ଶନ। ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବକୁ କାଉଣ୍ଟର କରି ବିଜେଡ଼ିର ବିରାଟ ବିକ୍ଷୋଭ। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରୁ 500 ମିଟର ଦୂରରେ ବିଜେଡ଼ି ବିକ୍ଷୋଭ କରି
ସରକାରଙ୍କ ବର୍ଷ ପୂର୍ତ୍ତି     ଉତ୍ସବରେ ବିଜେଡିର ବିରାଟ ବିକ୍ଷୋଭ


ଭୁବନେଶ୍ୱର, 12 ଜୁନ୍ (ହି.ସ.)

- ମହାତ୍ମା

ଗାନ୍ଧୀ ମାର୍ଗରେ ବିଜେପି ସରକାର ଓ ବିରୋଧୀ ବିଜେଡ଼ିର ଶକ୍ତି ପ୍ରଦର୍ଶନ। ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବକୁ କାଉଣ୍ଟର କରି

ବିଜେଡ଼ିର ବିରାଟ ବିକ୍ଷୋଭ। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରୁ 500 ମିଟର ଦୂରରେ ବିଜେଡ଼ି ବିକ୍ଷୋଭ କରିଛି । ବିଜେଡ଼ି ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ବିଧାୟିକା ନେତ୍ରୀ ପ୍ରମୂଖ ଉପସ୍ଥିତ ଅଛନ୍ତି। ହାତରେ ପ୍ଲାକାର୍ଡ ଓ ମୁହଁ ରେ ସରକାର ବିରୋଧୀ ନାରା

ଦେଇ ବିଜେଡ଼ି ପ୍ରତିବାଦ କରିଛି । ତେବେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏଠାରେ ଉପସ୍ଥିତ

ନଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande