ଗଞାମ, ୧୨ ଜୁନ୍ (ହି.ସ.)- ଶେରଗଡ଼ ବ୍ଲକର ବିଡିଓ ପଦବି ଦୀର୍ଘ ଦିନ ହେଲା ଖାଲି ପଡିବାପରେ ବର୍ତ୍ତମାନ ବୌଦ୍ଧ ଜିଲାର ଡେପୁଟି କଲେକ୍ଟର ତୃପ୍ତିରାଣୀ ଯେନା ବଦଳି ହୋଇ ଶେରଗଡ ବ୍ଲକର ନୂତନ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିବାରୁ ଶେରଗଡ ଅଂଚଳରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି । ଏହି ଅବସରରେ ଶେରଗଡ ମିଡିଆ ହାଉସ୍ ପକ୍ଷରୁ ତୃପ୍ତିରାଣୀ ଜେନାକୁଂ ସ୍ୱାଗତ ୱାପନ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ