ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 12 ଜୁନ୍ (ହି.ସ.)- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହମଦାବାଦରେ ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବରକୁ ନେଇ ଗଭୀର ଦୁଃଖ ଓ ଚିନ୍ତା ବ୍ୟକ୍ତ କରିଛନ୍ତି। ଏକ ବୟାନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସେ ଏହି ଦୁର୍ଘଟଣ
ଅହମଦାବାଦ ବିମାନ     ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 12 ଜୁନ୍ (ହି.ସ.)- କେନ୍ଦ୍ର

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅହମଦାବାଦରେ ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ

ହେବାର ଖବରକୁ ନେଇ ଗଭୀର ଦୁଃଖ ଓ ଚିନ୍ତା ବ୍ୟକ୍ତ କରିଛନ୍ତି। ଏକ ବୟାନରେ ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ ସେ ଏହି ଦୁର୍ଘଟଣା ଖବର ଶୁଣି ଅତ୍ୟନ୍ତ ବ୍ୟଥିତ ହୋଇଛନ୍ତି। ସେ

କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ଅଛି ଏବଂ ପ୍ରଭାବିତ ବ୍ୟକ୍ତିମାନଙ୍କୁ

ସମସ୍ତ ପ୍ରକାର ସହଯୋଗ, ବିଶେଷ କରି ଚିକିତ୍ସା

ସହଯୋଗଦିଆଯାଉଛି।

ସେ କହିଛନ୍ତି, ମୁଁ ବିମାନରେ ଥିବା ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ଭଗବାନ

ପୀଡିତ ପରିବାରକୁ ଏହି ବିପଦ ସହିବାର ଶକ୍ତି ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande