ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 12 ଜୁନ୍ (ହି.ସ.)- ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କଲେ କେଭି ସିଂହଦେଓ । ଆଜି ବ୍ରହ୍ମପୁର ଗସ୍ତରେ ଥିବା ସମୟରେ ସେ ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗସ୍ତ କରି ଛାତ୍ର ଛାତ୍ରୀ ମାନଙ୍କ ସହ କିଛି ସମୟ ଅ
ନୀଳକଣ୍ଠ ନଗର ସ୍ଥିତ     ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 12 ଜୁନ୍ (ହି.ସ.)- ନୀଳକଣ୍ଠ ନଗର

ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଦର୍ଶନ କଲେ କେଭି ସିଂହଦେଓ । ଆଜି ବ୍ରହ୍ମପୁର ଗସ୍ତରେ

ଥିବା ସମୟରେ ସେ ନୀଳକଣ୍ଠ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗସ୍ତ କରି ଛାତ୍ର

ଛାତ୍ରୀ ମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲ । ଆଗାମୀ ଦେଶ ତଥା ରାଜ୍ୟର ଭବିଷ୍ୟତ ମାନଙ୍କ

ସହ ତାଙ୍କ ଜ୍ଞାନର ଆଦାନ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande