ଦେଶରେ କରୋନା ସକ୍ରିୟ ମାମଲା 7,131, ଜଣେ ମୃତ
ନୂଆଦିଲ୍ଲୀ, 13 ଜୁନ୍ (ହି.ସ.) - ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଆଜିର ତଥ୍ୟ ଅନୁଯାୟୀ, ଦେଶରେ କରୋନାର ସକ୍ରିୟ ମାମଲାର ସଂଖ୍ୟା ୭,୧୩୧ ରହିଛି। ଗତ ୨୪ ଘଣ୍ଟାରେ କେରଳରେ
ଦେଶରେ କରୋନା ସକ୍ରିୟ     ମାମଲା 7,131, ଜଣେ ମୃତ


ନୂଆଦିଲ୍ଲୀ, 13 ଜୁନ୍ (ହି.ସ.)

- ଦେଶରେ କରୋନା ସଂକ୍ରମଣ

ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର

ଆଜିର ତଥ୍ୟ ଅନୁଯାୟୀ, ଦେଶରେ କରୋନାର

ସକ୍ରିୟ ମାମଲାର ସଂଖ୍ୟା ୭,୧୩୧ ରହିଛି। ଗତ ୨୪

ଘଣ୍ଟାରେ କେରଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ଏବର୍ଷ ଆଜିପର୍ଯ୍ୟନ୍ତ ୧୦,୯୭୬ ରୁ ଅଧିକ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।

କେରଳ ଓ ଦିଲ୍ଲୀ ପରି

ରାଜ୍ୟଗୁଡ଼ିକରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଥିବା ଦେଖାଯାଉଛି। କେରଳରେ ଏଯାଏ ସବୁଠୁ

ଅଧିକ ସଂଖ୍ୟାରେ କରୋନା ମାମଲା ରିପୋର୍ଟ ହୋଇଛି। ଆଜି କେରଳରେ ସକ୍ରିୟ କରୋନା ମାମଲା ୨୦୫୫

ରିପୋର୍ଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande